ସେପ୍ଟେମ୍ବର ୯ ରେ ସ୍କୁଲ୍ ଛୁଟି ଘୋଷଣା କଲେ ଓଡ଼ିଶା ସରକାର ଭୁବନେଶ୍ୱର: ନୂଆଖାଇ ପାଇଁ ସେପ୍ଟେମ୍ବର ୯ ତାରିଖ ସୋମବାର ସ୍କୁଲ ଛୁଟି ଘୋଷଣା କଲେ ଓଡ଼ିଶା ସରକାର।ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟିସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା।ପୂର୍ବରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବା ନେଇ ରାଜ୍ୟ ସରକାର ନିଷ୍ପତି ନେଇଥିଲେ।
Related Posts

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ ।
ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ । ଗଜପତି – ପାରଳାଖେମୁଣ୍ଡି,ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ଇଣ୍ଡୋର ଷ୍ଟାଡିୟମ୍ ଠାରେ ପାଳିତ…

ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।
ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି। ଗଞ୍ଜାମ:(ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀ,,)ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ ସାହି ଛକ ରେ କବାଡି ଦୋକାନ…

ଭଙ୍ଗା ପଲିଥିନି ତଳେ ବିତୁଛି ଗଜମତୀ ମାଙ୍କ ଜୀବନ!
ଭଙ୍ଗା ପଲିଥିନି ତଳେ ବିତୁଛି ଗଜମତୀ ମାଙ୍କ ଜୀବନ…. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡା ଗ୍ରାମପଞ୍ଚାୟତ ରୁଦାଙ୍ଗିଆ ଗ୍ରାମର ଗଜମତି…