ଦକ୍ଷିଣ କୋରିଆ:ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ ଉତ୍ତର କୋରିଆର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପଦାଧିକାରୀଙ୍କ ଉପସ୍ଥିତିରେ ବନ୍ୟାରେ ଲୋକମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଚାଗାଙ୍ଗ ପ୍ରଦେଶରେ ଭୟଙ୍କର ବନ୍ୟା ଯୋଗୁଁ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।
Related Posts
ଭିକେ ପାଣ୍ଡିଆନ ଅବସର ଘୋଷଣା କଲେ
ଭିକେ ପାଣ୍ଡିଆନ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଭିଡିଓ ବାର୍ତ୍ତା ଜରିଆରେ !
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି।
ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ…
Ashwani Vaishnab and Jewel Oram took oath as cabinet ministers at the center.
Ashwani Vaishnab and Jewel Oram took oath as cabinet ministers at the center.