ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି।
Related Posts
ଟିକାବାଲି ହାଇ ସ୍କୁଲର ମେଟ୍ରିକ ରିଜଲ୍ଟ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଟିକାବାଲି ହାଇ ସ୍କୁଲର ମେଟ୍ରିକ ରିଜଲ୍ଟ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ରେ…
ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀଗୃହ ଅଭାବ ଯୋଗୁଁ ପାଠପଢ଼ାରେ ବାଧା ପ୍ରାପ୍ତ ……..
ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀଗୃହ ଅଭାବ ଯୋଗୁଁ ପାଠପଢ଼ାରେ ବାଧା ପ୍ରାପ୍ତ …….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି…
ଟିକାବାଲି ଥାନାରେ ନୂଆ ସରକାରଙ୍କ ନୂଆ ନିୟମ ଉପରେ ସଚେତନତା
ଟିକାବାଲି ଥାନାରେ ନୂଆ ସରକାରଙ୍କ ନୂଆ ନିୟମ ଉପରେ ସଚେତନତା……………………………………….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ଥାନା ଅଧିକାରିଣୀ କଲ୍ୟାଣି…