ବରଗଡ ଜିଲ୍ଲା ଭେଡେନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ଅମୃତ୍ କୁଟୁମ୍ ଓ ତ୍ରିଲୋଚନ ନେତ୍ରାଲୟ , ସଂବଲପୁର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୧୧୦ ଜଣ କଂ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୮ ଜଣ କଂ ମୋତିଆବିନ୍ଦୁ ଅପରେସନ କରିବା ପାଇଁ ତ୍ରିଲୋଚନ ନେତ୍ରା ସଂବଲପୁର ପଠାଇ ଦିଆଯାଇଛି। ଏହି ଅବସରରେ ଡାଃ ଦେବାଶିଷ, ସୁମନ୍ତ ଭୋଇ ଅନ୍ୟାନ୍ୟ ଟେକନିସିଆନ ଓ ଭେଡେନ ଅମୃତ୍ କୁଟୁମ୍ ର ଉପସଭାପତି ଘନଶ୍ଯାମ ଅଗ୍ରୱାଲ, ସଂପାଦକ ଭୀଷ୍ମ ସିଂ ଛନ୍ଦ, ଶମ୍ଭୁପ୍ରସାଦ ମେହେର, ଗୋପୀନାଥ ମେହେର, ଭୀମ ଦୁବସାଗର ଓ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ଘନଶ୍ୟାମ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଜଳିଗଲା ମୋ ବସ୍
ଜଳିଗଲା ମୋ ବସ୍କଟକ: କଟକ ସିଡିଏ ସେକ୍ଟର-୯ରେଜଳିଗଲା ‘ମୋ ବସ୍’ ।ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି।ନିଆଁକୁ ଆୟତ୍ତ କଲା ଅଗ୍ନିଶମ…
ଜାତୀୟ ରକ୍ତଦାତା ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।
ଜାତୀୟ ରକ୍ତଦାତା ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ବରଗଡ – ୧,୧୦(ଭବାନୀ ଶଙ୍କର ପାଢ଼ୀ)…
ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା
ବରଗଡ- ୪,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା, ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ…