ଵେତରସିଂ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ।ଆର,ଉଦୟଗିରି(ମନୋଜ କୁମାର ପାଢୀ 15/09/24 ରିଖ ରବିବାର ଦିବା 10 ଘ ସମୟରେ ବେତରସିଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ବେତରସିଂ ଗ୍ରାମ ପରିକ୍ରମା କରିଥିଲେ | ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀଣୀ ଵା ପିଇଓ ମିନତି ମିଶ୍ର ପ୍ରକାଶ କରିଥିଲେ |
Related Posts
ଜିଲ୍ଲା ସମାଜସେବୀ ସଂଘ, ବରଗଡ ପକ୍ଷରୁ ୧୨ ଟି ବ୍ଲକ ରେ ମାଗଣାରେ କଂପୁଟର ଶିକ୍ଷା କେନ୍ଦ୍ର ଖୋଲିବା ଘୋଷଣା କରାଯାଇଛି।
ଜିଲ୍ଲା ସମାଜସେବୀ ସଂଘ, ବରଗଡ ପକ୍ଷରୁ ୧୨ ଟି ବ୍ଲକ ରେ ମାଗଣାରେ କଂପୁଟର ଶିକ୍ଷା କେନ୍ଦ୍ର ଖୋଲିବା ଘୋଷଣା କରାଯାଇଛି। ବରଗଡ଼ ୨୯,୧୦(ଭବାନୀ ଶଙ୍କର ପାଢ଼ୀ)…
ଚଇତି 2024 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୮ତାରିଖରେ ଐତିହାସିକ ସହର ପଦ୍ମପୁର ନିକଟସ୍ତ ମରୀଚଗୁଡା ଅକ୍ଷରବ୍ରହ୍ମ ମନ୍ଦିରରୁ
ଚଇତି 2024 ର ଶୁଭାରମ୍ଭ ଆସନ୍ତା ଡିସେମ୍ବର ୮ତାରିଖରେ ଐତିହାସିକ ସହର ପଦ୍ମପୁର ନିକଟସ୍ତ ମରୀଚଗୁଡା ଅକ୍ଷରବ୍ରହ୍ମ ମନ୍ଦିରରୁ -ଜିଲ୍ଲାପାଳ ରାୟଗଡ: ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି…
ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂଣ୍ୟ ଜୟନ୍ତୀ ଅବସରରେ “ଜନଜାତି ଗୌରବ ବର୍ଷ” ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ବିପ୍ଳବୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ପୂଣ୍ୟ ଜୟନ୍ତୀ ଅବସରରେ “ଜନଜାତି ଗୌରବ ବର୍ଷ” ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ…