ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍ ଉଚ୍ଚର ପାଣି। ଲୋକମାନେ ଜମ ଯନ୍ତ୍ରଣା ଭୋଗୁଛନ୍ତି। ଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର ଲୋକ। କିଏ ଛାତ ଉପରେ ରହିଛି ତ ଆଉ କିଏ ଉଚ୍ଚ ଆଶ୍ରୟ ସ୍ଥଳରେ ଜୀବନ ବିତାଉଛି। କେବେ ଘରକୁ ଫେରିବେ, ତାହାର ହିସାବ କାହା ପାଖରେ ନାହିଁ।
Related Posts

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି।
ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ବରଗଡ – ୧୪,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ…

ବାତ୍ୟା ବିପଦ ଯୋଗୁଁ ପରୀକ୍ଷା ସ୍ଥଗିତ।
ବାତ୍ୟା ବିପଦ ଯୋଗୁଁ ପରୀକ୍ଷା ସ୍ଥଗିତ। ଭୁବନେଶ୍ଵର :୨୩ ଓ ୨୫ ଅକ୍ଟୋବରରେ ହେବାକୁ ଦୁଇଟି ପରୀକ୍ଷା କି ସ୍ଥଗିତ ରଖିଲା ବୋର୍ଡ। ଏନ୍ଆର୍ଟିଏସ୍ ଓ ପ୍ରାଇମେରୀ…

ପୁତୁରା ହାତରେ ବିଧବା ଖୁଡିର ଜୀବନ ଗଲା।
ପୁତୁରା ହାତରେ ବିଧବା ଖୁଡିର ଜୀବନ ଗଲା। ଗଞ୍ଜାମ:ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମରେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ…