ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ନିଜର ୧୦୦ଦିନ କାର୍ଯ୍ୟକାଳ ପୂରଣ କରିଛି । ଏଥିପାଇଁ ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରି ମୋହନ ସରକାର ନିଜର ୧୦୦ଦିନର କାର୍ଯ୍ୟର ହିସାବ ରଖିବା ସହ ଆଗାମୀ ୫ବର୍ଷର ରୋଡମ୍ୟାପ୍ ମଧ୍ୟ ଉପସ୍ଥାପନ କରିଛନ୍ତି । ଆସନ୍ତା ୩ ଦିନ ଧରି ଜିଲ୍ଲାସ୍ତରରେ ମଧ୍ୟ ମୋହନ ସରକାରଙ୍କ ୧୦୦ଦିନ କାର୍ଯ୍ୟକାଳର ପୂର୍ତ୍ତି ପାଳନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
Related Posts

ସୁନ୍ଦରଗଡ଼ରେ ୨୦ ଲକ୍ଷର ବାଣ ଜବତ
ସୁନ୍ଦରଗଡ଼ରେ ୨୦ ଲକ୍ଷର ବାଣ ଜବତ ରାଉରକେଲା: ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ପୋଲିସ୍। ସୁନ୍ଦରଗଡ଼ ଜିଲ୍ଲା ପ୍ଲାଣ୍ଟ ସାଇଟ୍…

କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର:(Abhishek Mohanty) ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ଫଳରେ ଝାରସୁଗୁଡ଼ା…

ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଦୁଇ…