ମୋହନା ବ୍ଲକରେ ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କ ସହାୟତାରେ ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି। ସେଥି ମଧ୍ୟରୁ ଟ୍ରାଇ-ସାଇକେଲ ୫୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ହ୍ୱିଲ-ଚେୟାର ୧୫, ସିପି ହ୍ବିଲ ଚେୟାର ୧୦, ବ୍ଲାଇଣ୍ଡ ଷ୍ଟିକ୍ ୨, କ୍ରୁଚୁ ୮ ଜଣ ଙ୍କୁ ପ୍ରଦାନ କରିଥିବା ଶ୍ରବଣ ଯନ୍ତ୍ର ୧୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ଏହି ସହାୟତା ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସହାୟତା ପାଇ ଥିଲା ବ୍ୟକ୍ତି ମାନେ।
Related Posts
ଚଳନ୍ତି ଓ ପ୍ରତକ୍ଷ ଦେବୀ ନୀଳବାଡି ରେ ଶ୍ରୀ ଅଗ୍ନି ଗଙ୍ଗାମ୍ମା ,ମନସ୍କାମନା ରଖନ୍ତି ତାହା ନିଶ୍ଚିତ ଭାବେ ପୂରଣ ହୁଏ !
ଚଳନ୍ତି ଓ ପ୍ରତକ୍ଷ ଦେବୀ ନୀଳବାଡି ରେ ଶ୍ରୀ ଅଗ୍ନି ଗଙ୍ଗାମ୍ମା ,ମନସ୍କାମନା ରଖନ୍ତି ତାହା ନିଶ୍ଚିତ ଭାବେ ପୂରଣ ହୁଏ ! ରାୟଗଡା (ଅମୁଲ୍ୟ ନିଶଙ୍କ…
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଟାଙ୍ଗିଲି ପଞ୍ଚାୟତ ସ୍ଥିତ ଲଫଲାଙ୍ଗ ଠାରେ…
ଜୁଲାଇ ୧୪ ରେ ଖୋଲିପାରେ ରତ୍ନଭଣ୍ଡାର
ଜୁଲାଇ ୧୪ ରେ ଖୋଲିପାରେ ରତ୍ନଭଣ୍ଡାର ପୁରୀ: ଜୁଲାଇ ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ…