ଭୁବନେଶ୍ଦୀଵର : ୨୪ବର୍ଷ ପରେ ପ୍ରଥମଥର ପାଇଁ ବିରୋଧୀ ଦଳ ଭାବେ ବିଜେଡି ନିଜର ଜନସମ୍ପର୍କ ପଦଯାତ୍ରା କରିବ । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ଯ୍ୟାୟରେ ଦଳର ଏହି ଜନସମ୍ପର୍କ ପଦଯାତ୍ରା ଚାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ଯ୍ୟାୟରେ BJD ଦଳର ଏହି ଜନସମ୍ପର୍କ ପଦଯାତ୍ରା
