ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି । ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ ଶିବିର ଉପରେ ଦୁଇଟି ବଡ଼ ଧରଣର ଆକ୍ରମଣ କରିଛି। ଏହି ଆକ୍ରମଣରେ ଉଗ୍ରବାଦୀ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ସଂଗଠନ ଏବଂ ଅଲ୍ କାଏଦା ସହ ଜଡ଼ିତ ୩୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଆମେରିକୀୟ ସେନା ଏହି ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ଆତଙ୍କବାଦୀ ଥିବା ଜଣାପଡ଼ିଛି।
Related Posts
ଶୀତ ଅଧିବେଶନରେ ‘ୱାନ ନେସନ, ୱାନ ଇଲେକ୍ସନ’ ପାସ୍ ହୋଇପାରେ!
‘ୱାନ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ‘ୱାନ ନେସନ, ୱାନ ଇଲେକ୍ସନ’…
ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି।
ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ…
ଶୀତଲ ହେଉଛନ୍ତି ଏକମାତ୍ର ହାତ ନଥିବା ଅନ୍ତର୍ଜାତୀୟ ମହିଳା ତୀରନ୍ଦାଜ। ଯିଏକି ନିଜର ଗୋଡ଼ ସାହାଯ୍ୟରେ ଚମତ୍କାର ତୀରନ୍ଦାଜ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ନୂଆଦିଲ୍ଲୀ: ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ପ୍ରବେଶ କରି ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି।