ପୁରୀ:ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି । ପୁରୀ ସମଙ୍ଗ ପାର୍କିଂ ପ୍ଲେସରେ କୋଟି କୋଟି ଟଙ୍କାର ବସ୍ ମଧ୍ୟରୁ କିଛି ରକ୍ଷଣାବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ହେଲାଣି ।
Related Posts

ଜରୁରୀ କାଳୀନ ସମୟରେ ଉଦ୍ଧାର ପାଇଁ ମକ ଡ୍ରିଲ ଅନୁଷ୍ଠିତ
ଜରୁରୀ କାଳୀନ ସମୟରେ ଉଦ୍ଧାର ପାଇଁ ମକ ଡ୍ରିଲ ଅନୁଷ୍ଠିତରାୟଗଡା : ଜରୁରୀକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା ଏବଂ ପ୍ରସ୍ତୁତି ସମ୍ବନ୍ଧରେ ସଚେତନତା ସୃଷ୍ଟି ନିମିତ୍ତ…

ଭୁବନେଶ୍ଵରରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟିତ
ଭୁବନେଶ୍ଵରରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟିତ ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ଵରରେ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି। ଏହି କମ୍ପ୍ଲେକ୍ସରେ ଡିଜିଟାଲ…

ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ।
ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ। ରାୟଗଡ଼ – ଏକାଠି ହେଲେ ଏକାଦଶୀ ଗ୍ରୁପ୍, ନିଆରା ଢଙ୍ଗରେ ପାଳିଲେ ବନ ମହୋତ୍ସବ। ରାୟଗଡ଼ ବ୍ରାହ୍ମଣ ସାହି…