ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାଣିପେଣ୍ଠ ଗ୍ରାମ ନିକଟରେ ଥିବା ନିୟତି ସ୍କୁଲ ଠାରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ଗଜପତି:୧୦/୧୦(ମନୋଜ ପାଢୀ) ଗଜପତି ଜିଲ୍ଲାର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ନିୟତି ସ୍କୁଲ୍ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନିୟତି ସ୍କୁଲ ଠାରେ ଆଜି “ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ” ପାଳନ କରାଯାଇଥିଲା ସ୍କୁଲ ର ଅଧ୍ୟାପିକା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡି.ଆଇ.ଏ.ଏସ ଶ୍ରୀ ବିମଳ ରାଉତ ମହୋଦୟ ଯୋଗ ଦେଇ ପିଲାମାନଙ୍କ ସ୍ବାସ୍ଥ୍ୟବିଷୟରେ କହିଥିଲେ, ଶ୍ରବଣଶକ୍ତି, ଏବଂ କହିବାଶକ୍ତି ଉପରେ ବହୁତ୍ ସୁନ୍ଦର ଭାବରେ ବୁଝାଇଥିଲେ,ନିୟତି ସ୍କୁଲ୍ ସମ୍ପାଦିକା ଶ୍ରୀମତି ତନୁଜା ଶତପଥି ପିଲାମାନଙ୍କ ମଙ୍ଗଳ କାମନା କରିଥିଲେ, ସେ କହିଥିଲେ, ସମର୍ଥ ଅଛନ୍ତି ପିଲାମାନେ ବହୁତ୍ କିଛି ଆଗକୁ କରିପାରିବେ,ଭୌତିକ ଚିକିତ୍ସା ଡ୍ ଅରୁଣ କୁମାର ନାୟକ ଯୋଗ ଦେଇ ଭୌତିକ ଚିକିତ୍ସା ଉପରେ କହିଥିଲେଏହି କାର୍ଯ୍ୟକର୍ମ କୁ ଯୋଛନା ଡାକୁଆ, ସୁନିତ ଗମାଙ୍ଗସହଯୋଗ କରିଥିଲେ, ଶେଷରେ ଅରୁଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Related Posts
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଆଜି ସେ ଟାର୍ଗେଟ ସେଟ କରିଛନ୍ତି। ତାଙ୍କ କହିବା କଥା ଯେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ…
ରାମଗିରି ରେ ପଡିଲା ଭାରତ ବନ୍ଦ ର ସମ୍ପୂର୍ଣ ପ୍ରଭାବ ତା ସହିତ ବନ୍ଦ ହେଲା ସାପ୍ତାହିକ ହାଟ l
ରାମଗିରି ରେ ପଡିଲା ଭାରତ ବନ୍ଦ ର ସମ୍ପୂର୍ଣ ପ୍ରଭାବ ତା ସହିତ ବନ୍ଦ ହେଲା ସାପ୍ତାହିକ ହାଟ l ଆର, ଉଦୟଗିରି -୨୧/୦୮/ସୁପ୍ରିମକୋର୍ଟଙ୍କ ସାତଜଣିଆ ଖଣ୍ଡପିଠ…
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି (୨୬/୬/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି…