ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଭବାନୀପାଟଣା: ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀ। ଭବାନୀପାଟଣାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ଓ ମାନସିକଧାରୀମାନେ ଦେଉଛନ୍ତି ପଶୁପକ୍ଷୀଙ୍କ ବଳି।ଶାନ୍ତିର ପ୍ରତୀକ ଭାବେ ଦେବୀଙ୍କ ଛତର ଉପରେ ଉଡ଼ାଯାଏ ପାରା।
Related Posts
ମେ ୬ ଓ ୮ରେ ବଡ଼ ବର୍ଷା
ମେ ୬ ଓ ୮ରେ ବଡ଼ ବର୍ଷା ଭୁବନେଶ୍ୱର: (Abhishek Mohanty)ଓଡ଼ିଶାରେ ମେ ୬ ଓ ୮ ତାରିଖରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।ଏହି ଦୁଇ…
ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ।
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ…
ଅଡବା ଥାନା ପୋଲିସର ଏକ ବଡ ସଫଳତା : ରାସ୍ତାକଡ଼ ରୁ ଜବତ କଲେ ୩ କ୍ୟୁଣ୍ଟାଲ ୩୭ କେଜି: ୭୦୦ ଗ୍ରାମ ଗଞ୍ଜେଇ : ଜଣେ ଗିରଫ ।
ଅଡବା ଥାନା ପୋଲିସର ଏକ ବଡ ସଫଳତା : ରାସ୍ତାକଡ଼ ରୁ ଜବତ କଲେ ୩ କ୍ୟୁଣ୍ଟାଲ ୩୭ କେଜି: ୭୦୦ ଗ୍ରାମ ଗଞ୍ଜେଇ : ଜଣେ…