ମା’ଙ୍କ ମହିମାକୁ ନେଇ ପୋଥି ପୂରାଣରେ ବହୁ ଘଟଣା ଉଲ୍ଲେଖ ରହିଛି। ହେଲେ ଆଜିର ଏହି ଆଧୁନିକ ତଥା ବୈଜ୍ଞାନିକ ଯୁଗରେ ଏବେବି ଏହି ମହିମା ଦେଖିବାକୁ ମିଳୁଛିl ଜଣେ ମହିଳା ନବରାତ୍ରୀରେ ଦୀର୍ଘ ୯ ଦିନ ଧରି ମା’ଙ୍କ ସମ୍ମୁଖରେ ଏକ କଣ୍ଟା ଶଯ୍ୟାରେ ଅନବରତ ଶୋଇ ରହିବା ସହ ନିଜ ଶରୀର ଉପରେ ଦିବ୍ୟ ଜ୍ୟୋତି ଜାଳି ରଖିବା ଭଳି ଘଟଣା ସାରା ଛତିଶଗଡ଼ ତଥା ଓଡ଼ିଶା ସୀମାନ୍ତ ଅଂଚଳରେ ଚହଳ ସୃଷ୍ଟି କରିଛି।
Related Posts
ଚଇତା କମିଟି ବୈଠକ ଅନୁଷ୍ଠିତ
ଚଇତା କମିଟି ବୈଠକ ଅନୁଷ୍ଠିତ ରାୟଗଡ: ଲୋକମାହୋତ୍ସବ ଚଇତି -୨୦୨୪ପାଳନ ଅବସରରେ ମୁଖସାକ୍ଷୀ ଚଇତାଳି ପତ୍ରିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ସ୍ମରଣିକା ଉପସମିତିର…
ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍
*ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ଦ୍ବାରା ବିପୁଳ ଅର୍ଥ ଜବତ୍, ଜିଲ୍ଲା ସୀମାନ୍ତ ରେ ଯାଞ୍ଚ ବେଳେ ଅମାଲାପାଲି ଠାରେ ଜବତ୍ ହେବା ସୂଚନା ତିନି ଜଣଙ୍କ…
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟlରଣ୍ୟ l
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟlରଣ୍ୟ l