ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଏହି ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ହାଇଦ୍ରାବାଦର ମେହବୁବ ନଗରରେ କେନ୍ଦ୍ରୀୟ କମିଟିର ଜଣେ ଆଗଧାଡିର ମହିଳା ନେତ୍ରୀ ବସଷ୍ଟାଣ୍ଡରେ ଠିଆ ହୋଇଛନ୍ତି। ଏହା ଶୁଣିବା ପରେ ତୁରନ୍ତ ପୁଲିସ ତତ୍ପରତା ଦେଖାଇ ବସଷ୍ଟାଣ୍ଡକୁ ଘେରି ସୁଜାତାକୁ ଗିରଫ କରିଥିଲା। Source: Sambad
Related Posts
ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୧୦/୧୧/୨୪ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ…
ପ୍ରଗତୀ ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀ “ଭାରତ ଲିଡରସିପ୍” ପୁରସ୍କାରରେ ସମ୍ବର୍ଦ୍ଧିତ ।
ପ୍ରଗତୀ ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀ “ଭାରତ ଲିଡରସିପ୍” ପୁରସ୍କାରରେ ସମ୍ବର୍ଦ୍ଧିତ । ଗଜପତି:୧୨/୧୧(ମନୋଜ ପାଢୀ) ଗଜପତି ଜିଲ୍ଳାର ଅଗ୍ରଣୀ ପ୍ରଗତି ମହିଳା ସଙ୍ଗଠନର ସଂପାଦିକା…
ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷ ଓ ଦେଶ ସ୍ୱାଧୀନ ର 77 ବର୍ଷ ପରେ ମଧ୍ୟ୍ୟ ରାସ୍ତା,ଶିକ୍ଷା ଏବଂ ପାନୀୟ ଜଳ ମୌଳିକ ସୁବିଧାରୁ ବଞ୍ଚିତ ରାଚାମ ବାସୀ ।
ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷ ଓ ଦେଶ ସ୍ୱାଧୀନ ର 77 ବର୍ଷ ପରେ ମଧ୍ୟ୍ୟ ରାସ୍ତା,ଶିକ୍ଷା ଏବଂ ପାନୀୟ ଜଳ ମୌଳିକ ସୁବିଧାରୁ…