ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଉସୁର ତହସିଲ ଅନ୍ତର୍ଗତ ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି କରିଛନ୍ତି। ତିରୁପତି ସରପଞ୍ଚ ଥିବା ସମୟରେ ଲକ୍ଷ ଲକ୍ଷ ଟଂକା ହେରଫେର କରିବା ସହ ଭ୍ରଷ୍ଟାଚାରରେ ବୁଡି ରହିଥିଲେ। ବିଭିନ୍ନ କାମରେ ଏବଂ ଭତ୍ତା ବଣ୍ଟନରେ ବ୍ୟାପକ ଟଂକା ଆତ୍ମସାତ କରିଥିଲେ। ଗ୍ରାମବାସୀଙ୍କୁ ବ୍ୟାଙ୍କ ଖାତାକୁ ଓଲଟାପାଲଟା କରି ସେମାନଙ୍କର ଟଂକା ହଡପ କରିବା ସହ ସେମାନଙ୍କୁ ଧମକ ଚମକ ଦେଉଥିଲା।(Source Sambad)
Related Posts
ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ୱର: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…
ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ
ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ… ଚକାପାଦ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ…
କେ.ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟ ତରଫରୁ ଜଳଛତ୍ର
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟ ତରଫରୁ ଜଳଛତ୍ରଆର.ଉଦୟଗିରି (ମନୋଜ କୁମାର ପାଢୀ): ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗତର ଭାବେ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ…