ଗଞ୍ଜାମ ଓ ଗଜପତି ଜିଲ୍ଲା ରଜକ ସମାଜ ପକ୍ଷରୁ ମୋହନା ବ୍ଲକ ଆକିଲୀ କେଶରୀ ନଗର ହନୁମାନ ମନ୍ଦୀର ରେ ବୈଠକ ଅନୁଷ୍ଠିତ। ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଆଜି ଦିନ ୧୨ ଘଣ୍ଟ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ରଜକ ସମାଜ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ, ଶିକ୍ଷା , ସ୍ବାସ୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରାଯିବା ସହ ରଜକ ସମାଜ କିଭଳି ଭାବେ ଏକତ୍ରିତ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବ ସମାଜ ପକ୍ଷରୁ ତାହା ଉପରେ ବୈଠକ କରି ଆଲୋଚନା କରାଯାଇଥିଲା। ଦିନକୁ ଦିନ ସମାଜ ରେ ଲାଗି ରହିଥିବା ଅନୈତିକ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଜାତି ମଧ୍ୟରେ ଭେଦ ଭାବ ବଢ଼ିବାରେ ଲାଗିଛି। ଯାହା କି ରଜକ ସମାଜ ପକ୍ଷରୁ ସମସ୍ତ କାର୍ଯ୍ୟ ସୁଚାର ରୁପେ କରିବା ସହ ପୁଅ ଝିଅ ମାନେ ନିଜ ଜାତି ଛଢ଼ା ଅନ୍ୟ ଜାତି ର ପୁଅ ଝିଅ ଙ୍କୁ ବିବାହ ନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଯଦି ଅନ୍ୟ ଜାତିରେ କୌଣସି ପୁଅ କିମ୍ବା ଝିଅ ବିବାହ କରନ୍ତି ତା ହେଲେ ରଜକ ସମାଜ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ନେ଼ଇ ବୈଠକ ରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସେଠୀ ଓ ଗଜପତି ଜିଲ୍ଲା ସଭାପତି ନାରାୟଣ ସେଠୀ ଙ୍କ ସହ ବିଭିନ୍ନ ତାଳୁକା ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
Related Posts
ସ୍ବଚ୍ଚତା ହିଁ ସେବା ଗ୍ରାମପଞ୍ଚୟତ ଡାବାରାଗୁଡା
ସ୍ବଚ୍ଚତା ହିଁ ସେବା ଗ୍ରାମପଞ୍ଚୟତ ଡାବାରାଗୁଡା ଆର,ଉଦୟଗିରି(ମନୋଜ କୁମାର ପାଢୀ/ ସ୍ବଛଭାରତ ଗ୍ରାମୀଣ ଆନୁକୂଲ୍ୟରେ ଆଜି ଡାବାରାଗୁଡା ଗ୍ରାମପଞ୍ଚାୟତ ସୈଜନ୍ୟତାରେ ଡାବାରାଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ…
ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଲେ ଏସ୍ପି
ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଲେ ଏସ୍ପି ନୂଆପଡ଼ା(ଓମ୍ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଶିବନାରାୟଣପୁର ଗାଁନିକଟରେ…
ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
“ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର…