ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଭେଟିଲେ ପୂର୍ବତନ ପରଳା ବିଧାୟକ. ଗଜପତି(ମନୋଜ ପାଢୀ/୨୮/୧୦/୨୪ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ କାଶୀନଗର ବ୍ଲକ ଅଧିନସ୍ଥ ଖାଣ୍ଡବ ପଞ୍ଚାୟତର ନାଏବ ସରପଞ୍ଚ ସତୀଶ କୁମାର ପାରଳାଖେମୁଣ୍ଡି ଭଳି ଏକ ପୁରୁଣା ସହରରେ ସାଧାରଣ ଲୋକ ମାନେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି ସେମାନଙ୍କନିମନ୍ତେ ଉଚ୍ଚ କୋଟିର ମେଡିକାଲ ସୁବିଧା ପହଞ୍ଚେଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କ ସହ ସାକ୍ଷାତ କରି ଏହି ଅଞ୍ଚଳରେ ଏକ ଉନ୍ନତ ମାନର ମେଡିକାଲ କଲେଜର ସ୍ଥାପନା ଏବଂ ସବୁ ମେଡିକାଲ ରେ ଏକ ଵିଶେସଜ୍ଞ ଡକ୍ଟରଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲେ ।
Related Posts
ଆର,ଉଦୟଗିରି ଓ ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ
ଆର,ଉଦୟଗିରି ଓ ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ଆର,ଉଦୟଗିରି (ମନୋଜ କୁମାର ପାଢୀ/୧୭/୭/ :ଆଦିବାସୀ ବହୁଳ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଅନେକ ସରକାରୀ ଜମି…
ଯକ୍ଷ୍ମା ପ୍ରତିଷେଧକ ବି:ସି:ଜି: ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ::୭୦ ହଜାର ୭୯୧ ବୟସ୍କଙ୍କୁ ଟୀକାକରଣର ଲକ୍ଷ୍ୟଧାର୍ଯ୍ୟ ।
ଯକ୍ଷ୍ମା ପ୍ରତିଷେଧକ ବି:ସି:ଜି: ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ::୭୦ ହଜାର ୭୯୧ ବୟସ୍କଙ୍କୁ ଟୀକାକରଣର ଲକ୍ଷ୍ୟଧାର୍ଯ୍ୟ । ଗଜପତି(ମନୋଜ କୁମାର ପାଢୀ/୨୩/୯/୨୪ ଗଜପତି ଜିଲ୍ଲା ସଦର ମହକୁମା…
ଓଁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଆରମ୍ଭ ହୋଇଯାଇଛି।
ଓଁ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ଗାନ୍ଧୀଜୀପଡା ଝରାପାଲି ମାର୍କେଟ ଥୁଆପାଲି ଠାରେ ଆରମ୍ଭ ହୋଇଯାଇଛି। ବରଗଡ – ୧୮,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ…