କୋଟିଏ ଟଙ୍କା ଲୁଟ ସୁନା ଓ ରୂପା ଅଳଙ୍କାର ଜବତ, ଦୁଇ ଗିରଫ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଏକ କୋଟି ଟଙ୍କାର ସୁନା ଓ ରୂପା ଗହଣା ଚୋରି ଘଟଣାର ପର୍ଦାଫାଶ , ଦୁଇ ଅଭିଯୁକ୍ତ ଗିରିଫ । ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା ରୁପା ସହ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାର ଏକ ମାସ ପରେ ପୁଲିସ ସଫଳତା ମିଳିଛି । ଚୋରି ଅଳଙ୍କାର ମଧ୍ୟରୁ ୩୦ କେଜି ରୂପା, ୪୦୦ ଗ୍ରାମ ସୁନା ଅଳଙ୍କର ସହ ୪୦ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଆସିକା ଓ ଅନ୍ୟ ଜଣେ ସୋନପୁର ଜିଲ୍ଲା । ଏହାର ପଛରେ ଏକ ବଡ ଚୋରି ରାକେଟ କାମ କରୁଛି ଏବଂ ଅତିଶିଘ୍ର ଘଟଣାରେ ସମ୍ପୂକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସପି ଜିତେନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
Related Posts
![](https://894006.ztxs.asia/wp-content/uploads/2024/11/IMG-20241112-WA0111.jpg)
ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ।
ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ। ଗଞ୍ଜାମ:ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ସଦର ଥାନା ଅର୍ନ୍ତଗତ ଲାଞ୍ଜିଆ ଗ୍ରାମର ଶିବାଶିଷ…
![](https://894006.ztxs.asia/wp-content/uploads/2025/01/IMG-20250120-WA0014.jpg)
ରାଇକିଆ କାଥଲିକ୍ ଚର୍ଚ୍ଚରେ ପଟା ଆଧ୍ୟାତ୍ମିକ ଧ୍ୟାନ ଉଦଯାପିତ
ରାଇକିଆ କାଥଲିକ୍ ଚର୍ଚ୍ଚରେ ପଟା ଆଧ୍ୟାତ୍ମିକ ଧ୍ୟାନ ଉଦଯାପିତ …. ରାଇକିଆ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ କାଥଲିକ୍ ଚର୍ଚ୍ଚ ପ୍ରାଙ୍ଗଣରେ ଖ୍ରୀଷ୍ଟ ଧର୍ମାବଲାମ୍ବୀଙ୍କ…
![](https://894006.ztxs.asia/wp-content/uploads/2024/11/IMG-20241110-WA0016.jpg)
ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଟା
ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଟା ଆର,ଉଦୟଗିରି(ମନୋଜ କୁମାର ପାଢୀ; ୦୯/୧୧ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ରେ ଦିର୍ଘ ବର୍ଷ ଧରି…