ଜିଲ୍ଲା ପ୍ରଶାସନ,କୋରାପୁଟ ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ‘ ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ ‘ ଶୀର୍ଷକ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ସହିତ ଜିଲ୍ଲାପାଳଙ୍କୁ କିଛି ଭଲ ସମୟ!
Related Posts

ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆଲୋଚନା ବୈଠକ
ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆଲୋଚନା ବୈଠକ…. କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ପୈରପରିଷଦ ଓ୍ୱାର୍ଡ ନମ୍ବର…

ଜିଲ୍ଲା ବିଜେଡି ନେତା ଓ କର୍ମୀମାନଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଲୋକସେବାରେ ସାମିଲ ହୁଅନ୍ତୁ
ଜିଲ୍ଲା ବିଜେଡି ନେତା ଓ କର୍ମୀମାନଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଲୋକସେବାରେ ସାମିଲ ହୁଅନ୍ତୁ ଗଜପତି , (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ବିଜେଡ଼ି ନେତା ଓ କର୍ମୀମାନେ…

ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଭୁବନେଶ୍ୱର: ଆଜି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନ…