OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ!
କେରଳ ଏର୍ଣ୍ଣାକୁଲମ୍ରେ ୨ ମହଲା କୋଠା ଥିବା ସ୍ପଷ୍ଟ!
CAOଙ୍କ ଭୁବନେଶ୍ବରରେ ଅଛି ୨ଟି କୋଠା ଓ ୨ଟି ପ୍ଲଟ!
୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୫୦୦ ଗ୍ରାମର ସୁନା ଜବତ
OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ।
